Music

INSTAGRAM ରେ ନିଜର ଭିଡିଓ ଭାଇରଲ୍ କରିବାର ଟ୍ରିକ୍


How to viral Instagram reel short video in Odia

ଟିକ୍ ଟକ୍ ବନ୍ଦ ହେବାପରେ Facebook ନିଜର ସଟ୍ ଭିଡିଓ ପ୍ଲାଟଫର୍ମ Insagram ଓ Facebookରେ ଆରମ୍ଭ କରିଦେଲା ।ଏହାପରେ ଧିରେ ଧିରେ ଅନେକ୍ ୟୁଜର୍ସ ଏହି ପ୍ଲାଟଫର୍ମରେ ଜୋଡିହେଲେ ।ୟୁଜର୍ସ Facebook ଅପେକ୍ଷା Insragramରେ ସଟ୍ ଭିଡିଓ କରିବାକୁ ବେସି ପସନ୍ଦ କରୁଛନ୍ତି ।ଆପଣ ଅନେକ୍ ପୁଅ ଝିଅଙ୍କ ଭିଡିଓ ଦେଖିଥିବେ ସେମାନଙ୍କ ଭିଡିଓରେ ବହତ୍ କମ୍ ପରିଶ୍ରମ ହୋଇଥିବ ତଥାପି ସେମାନଙ୍କ ଭିଡିଓ ଭାଇରଲ୍ ହୋଇଯାଏ ହେଲେ ଅନେକ ପୁଅ ଝିଅ ବହୁତ୍ ଅଧିକ ପରିଶ୍ରମ କରି ଭିଡିଓ ବନାନ୍ତି ହେଲେ ସେମାନଙ୍କର ଗୋଟେଏ ବି ଭିଡିଓ ଭାଇରଲ୍ ହୋଇନଥାଏ ଆଉ ସେଥିପାଇଁ ସେମାନେ ମନ ଦୁଃଖ କରିବା ସହିତ ଭିଡିଓ ତିଆରି କରିବା ବନ୍ଦ କରିଦିଅନ୍ତି ।

ଆମ ଭିଡିଓ ଭାଇରଲ୍ ନହେବାରୁ ଆମେ ସବୁବେଳେ ଫେସବୁକ୍ କିମ୍ବା ଇଷ୍ଟାଗ୍ରାମକୁ ଦୋସ ଦେଇଥାଉ ।ଆମେ ଭାବିଥାଉ ଇଷ୍ଟା ଜାଣିଶୁଣି ଆମ ଭିଡିଓ ଭାଇରଲ୍ କରୁନି କିନ୍ତୁ ପାଠକେ ସୋସିଆଲ୍ ମିଡିଆରେ ଚାଲୁଥିବା ଆପ୍ଲିକେସନ୍ କୌଣଷି ମଣଷଙ୍କ ହିସାବରେ ଚାଲିନଥାଏ ।ଭିଡିଓ ଭାଇରଲ୍ ହେବା ନହେବା ପଛରେ ଟେକ୍ନୋଲୋଜିର ପରିଚାଳନା କାଯ୍ୟ କରିଥାଏ ।କୌଣଷି ମଣିଷ ସିନା ଆପଣଙ୍କ ଉପରେ ଅଭିମାନକରି ଆପଣଙ୍କ ଭିଡିଓକୁ ଭାଇରଲ୍ କରିନଥାଏ ହେଲେ ଏକ ଟେକ୍ନୋଲୋଲି ସୀଷ୍ଟମ୍ କିପରି ଏପରି କରିବ ।ଟେକ୍ନୋଲୋଜି ଆଗରେ ସବୁ ମଣିଷ ସମାନ୍ ଅଟନ୍ତି ।

Instagram ଭିଡିଓ କିପରି ଭାଇରଲ୍ ହୋଇଥାଏ ?

Facebook ହେଉକି instagram କିମ୍ବା ଅନ୍ୟ କୌଣଷି ଭିଡିଓ ସେୟାରିଂ ପ୍ଲାଟଫର୍ମ ସମସ୍ତଙ୍କର ଭିଡିଓ ଭାଇରଲ୍ ହେବା ପଛରେ ଗୋଟିଏ ଟେକ୍ନିକ୍ ବା ଟେକ୍ନୋଲୋଜି କାମ କରିଥାଏ ।ଆଉ ସେଇଟା ହେଉଛି

  1. search engine
  2. Post Impressions
  3. Video engagements & watch time
  4. suggested video
  5. video like,dislike & commnents

search engine ଆପଣ Instagramରେ ଭିଡିଓ ଅପଲୋଡ୍ କଲା ସମୟରେ ଭିଡିଓର ନାମ ଓ ଆପଣଙ୍କ ନାମ ବିବରଣି ସେହି ଭିଡିଓର taitel ଓ descriptionରେ ଲେଖିବାକୁ ଭୁଲନ୍ତୁ ନାହିଁ କାରଣ ନାମ ଓ ବିବରଣିକୁ ଅନେକ ଲୋକ ଖୋଜିଥାନ୍ତି ଏବଂ search engine ମାଧ୍ଯମରେ ଲୋକମାନେ ଆପଣଙ୍କ ଭିଡିଓ ପାଖରେ ପହଁଞ୍ଚିଥାନ୍ତି ଓ ଆପଣଙ୍କ ଭିଡିଓ ଭାଇରଲ୍ ହେବାର ଚାନ୍ସ୍ ବହୁତ୍ ଅଧିକ ରହିଥାଏ ।

Post Impressions ଆପଣଙ୍କ ଭିଡିଓ ଅପଲୋଡ୍ ହେଲାପରେ ଫେସବୁକ୍ ଓ ଇଷ୍ଟାଗ୍ରାମ୍ ଟାଇମ୍ ଲାଇନରେ ଆପଣଙ୍କ ଭିଡିଓକୁ କିଛି ଲୋକଙ୍କୁ ଦେଖାଇବାକୁ ଚେଷ୍ଟା କରିଥାଏ ତାହାକୁ Post Impressions ବୋଲି କୁହାଯାଏ ।ଜଦି ୧୦୦ଜଣଙ୍କ ମଧ୍ୟରୁ ୫୦ରୁ ଅଧିକ ଲୋକ ଆପଣଙ୍କ ଭିଡିଓର ଥମନିଲ୍ ଦେଖି Impress ହୁଅନ୍ତି ଓ ଆପଣଙ୍କ ଭିଡିଓ ଉପରେ କ୍ଲିକ୍ କରନ୍ତି ତାହେଲେ ଆପଣଙ୍କ ଭିଡିଓ ଭାଇରଲ୍ ହେବାର ଚାନ୍ସ୍ ବହୁତ୍ ଅଧିକ ରହିଥାଏ ତେଣୁ ଆପଣ ଆଫଣଙ୍କ ଭିଡିଓର ପୋଷ୍ଟର୍ ବା ଥମନିଲ୍ ଏପରି ଆକର୍ଶଣୀୟ କରିବାକୁ ଚେଷ୍ଟା କରନ୍ତୁ ଯେପରି ଯେ କୌଣସି ବ୍ୟକ୍ତି ଥମନିଲ୍ ଦେଖିବା ମାତ୍ରେ ଆପଣଙ୍କ ଭିଡିଓକୁ ବେଖିବାକୁ ବାଧ୍ୟହେବେ ।

Video engagements & watch time ଜଣେ ଆପଣଙ୍କ ଭିଡିଓର ଥମନିଲ୍ ଦେଖି ଭିଡିଓ ଭିତରକୁ ଆସିଲା ଓ ତାକୁ ଭିଡଓଟି ଭଲ ଲାଗିଲାନା ସେ ୨/୩ ସେକେଣ୍ତ୍ ଭିଡିଓକୁ ଦେଖିବାପରେ ବନ୍ଦ୍ କରିଦେଲା ତେବେ ଆପଣଙ୍କ ଭିଡିଓରେ Video engagements & watch time କମିଗଲା ।ଜଦି ୧୦୦ଜଣଙ୍କ ମଧ୍ୟରୁ ୮୦ଜଣ ଏପରି କରନ୍ତି ତାହେଲେ ଆପଣଙ୍କ ଭିଡିଓ ଭାଇରଲ୍ ହୋଇନଥାଏ ।ଆପଣ ସର୍ବଦା ଏପରି ସସ୍ପେନ୍ସ୍ ଭିଡିଓ ବନାନ୍ତୁ ଯେପରି ଦର୍ଶକ ଭିଡିଓକୁ ଶେସ ପଯ୍ୟନ୍ତ ଦେଖିବାକୁ ବାଧ୍ୟହେବେ ଓ ଆପଣଙ୍କ ଭିଡିଓରେ engagements ଓ watch time ବଢିବ ଏବଂ ଭିଡିଓ ପକ୍କା ଭାଇରଲ୍ ହେବ ।

video like,dislike & commnents ଜଦି ଆପଣଙ୍କ ଭିଡିଓକୁ ପ୍ରତି ୧୦୦ଜଣରେ ୩୦ଜଣ ଲାଇକ୍ ଓ କମେଣ୍ଟ୍ କରୁଛନ୍ତି ତାହେଲେ ଆପଣଙ୍କ ଭିଡିଓ ଭାଇରଲ୍ ହେବାର ଚାନ୍ସ୍ ଅଛି ।ଜଦି ଭିଡିଓରେ ଅଧିକ dislike ଓ ଖରାପ୍ କମେଣ୍ଟ୍ ଆସୁଛି ତାହେଲେ ଭିଡିଓ ଭାଇରଲ୍ ହୋଇନଥାଏ ।

suggested video ଜଦି ଆପଣଙ୍କ ଭିଡିଅରେ ପ୍ରତି ୧୦୦ ଜଣଙ୍କ Post Impressionsରେ ୫୦%ରୁ ଅଧିକ Impressions ରହୁଛି,ଜଦି ଆପଣଙ୍କ Video engagements & watch time ୫୦% ଅଧିକ ବଢୁଛି ,ଜଦି ଇଷ୍ଟାଗ୍ରାମର search engine ସାହାଜ୍ୟରେ ଲୋକ ଆପଣଙ୍କୁ କିମ୍ବା ଆପଣଙ୍କ ଭିଡିଓ ବିଷୟରେ ଖୋଜୁଛନ୍ତି କିମ୍ବି ଆପଣଙ୍କ ଭିଡିଓରେ ଅଧିକ Like,comment ମିଳୁଛି ଓ କମ୍ dislike ମିଳୁଛି ତାହେଲେ ଆପଣଙ୍କ ଭିଡିଓ ସବୁ ଦର୍ଶକ ମାନଙ୍କ ଟାଇମ୍ ଲାଇନରେ suggested videoରେ ଆସିବ ଓ ଆପଣଙ୍କ ଭିଡିଓ ଭାଇରଲ୍ ହୋଇଯିବ ତେଣୁ ଆପଣ ଧନି,ଗରିବ,ଛୋଟ,ବଡ ଯିଏବି ହୁଅନ୍ତୁନା କାହିଁକି ଭଲ ଭିଡିଓ କଲେ ଆପଣଙ୍କ ଭିଡିଓ ପକ୍କା ଭାଇରଲ୍ ହେବ ।

Post a Comment

0 Comments