Music

ସେଓ ପକୋଡା | APPLE PAKODA RECIPES IN ODIA

Apple pakoda

Apple pakoda odia recipe 

ଆବଶ୍ୟକ ସାମଗ୍ରୀ (Ingredients of apple pakoda odia)

ଦୁଇଟି ସେଓ, ବେସନ ୪ ଚାମଚ, ଚାଉଳଗୁଣ୍ଡ ଦୁଇଚାମଚ,ଆବଶ୍ୟକ ତେଲ ଡିପ୍‌ ଫ୍ରାଏ କରିବାକୁ ,ନାଲିଲଙ୍କା ଗୁଣ୍ଡ ଏକ ଚାମଚ,ଚାର୍ଟ ମସଲା ଏକ ଚାମଚ,ବେକିଂ ସୋଡା ଅଳ୍ପ ପରିମାଣର,ଲୁଣ ସ୍ବାଦ ଅନୁସାରେ।

ଆହୁରି ପଢ଼ନ୍ତୁ: ମିଠା ଆମ୍ବ ଆଚାର ପ୍ରସ୍ତୁତି ପ୍ରଣାଳୀ - Sweet Mango Pickle Recipes In India (Mitha amba achara)

ପ୍ରସ୍ତୁତି ପ୍ରଣାଳୀ (Method of apple pakoda)

ପ୍ରଥମେ ସେଓକୁ ପିସ୍‌ ଆକାରରେ କାଟି ଦିଅନ୍ତୁ। ପୁଣି ଏକ ପାତ୍ର ନିଅନ୍ତୁ ସେଥିରେ ବେସନ,ଚାଉଳଗୁଣ୍ଡ,ନାଲି ଲଙ୍କାଗୁଣ୍ଡ,ଚାର୍ଟମସଲା ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ। ନା ପତଳା ଘୋଳ କରିବେ ନା ମୋଟା । ପୁଣି ଏକ ପ୍ୟାନ୍‌ରେ ତେଲ ପକାଇ ଗରମ କରନ୍ତୁ। ବଟରରେ ବେକିଂ ସୋଡା ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। ଯେତେବେଳେ ତେଲ ଗରମ ହୋଇଯିବ କଟାହୋଇଥିବା ସେଓକୁ ଘୋଳରେ ବୁଡ଼ାଇ ପ୍ୟାନ୍‌ରେ ପକାଇ ଡିପ୍‌ ଫ୍ରାଏ କରନ୍ତୁ। ଏହାକୁ ପେପର ନାପ୍‌କିନ୍‌ରେ କାଢ଼ି ଗରମ ଗରମ ପରଷନ୍ତୁ।

Keywords: Apple pakora in odia, Apple pakoda recipe, Apple pakoda recipe in Odia, Apple pakoda odia, Apple pakoda calories, Apple pakoda images

Post a Comment

0 Comments