Music

Youtube ଚ୍ୟାନେଲ୍ ଖୋଲି ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତୁ


 ଦୁନିଆଟା ପୁରା ଡିଜିଟାଲ୍ ହୋଇସାରିଛି ।ଆଜିକାଲି ଲୋକମାନେ ଟିଭିଦେଖା ମଧ୍ୟ ଛାଡିସାରିଲେଣି ।ଜାହାକୁ ଦେଖ ୟୁଟ୍ୟୁବରେ ଭିଡିଓ ଦେଖୁଛନ୍ତି ।ହିନ୍ଦିରେ ଗୋଟିଏ ଢଗ ଅଛି ଜିସ୍କେ ପାସ୍ ହେ ଜନତା ଦୁନିଆ ଉସିକି ସୁନତା ।Youtube ପାଖରେ ୫ବିଲିୟନ୍ ଠାରୁବି ଅଧିକ ୟୁଜର୍ସ ଅଛି ତା ମାନେ ଭାବନ୍ତୁ ୟୁଟ୍ୟୁବର ରୋଜଗାର କେତେ ବିଲିୟନ୍ ଡଲାର୍ ହୋଇଥିବ ।ଛାଡନ୍ତୁ ହିସାବ କଲେବି Calculatorର ସମସ୍ତ ସଂଖ୍ୟା ସରିଯିବ ।ଆପଣ ଜାଣିଲେ ଆଶ୍ଟଯ୍ୟ ହେବେ ସାରା ଦୁନିଆର ଅଧାଲୋକ Youtubeରୁ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।ଆପଣଙ୍କ ମନରେ ଜଦି ଇଛା ଅଛି ଆପଣ ଗୋଟେ Youtuber ହୋଇ ଟଙ୍କା ରୋଜଗାର କରିବାକୁ ତାହେଲେ ଏହି ଲେଖାଟିକୁ ଶେଷପଯ୍ୟନ୍ତ ପଢନ୍ତୁ ।

କିଏ କିଏ Youtuber ହୋଇପାରିବେ ?

ଆପଣମାନେ ଭାବୁଥିବେ ଯୋଉମାନେ ଫିଲ୍ମ ଷ୍ଟାର୍ ସେଇମାନେ କେବଳ Youtuber ହୋଇପାରିବେ ।ଆପଣଙ୍କ ଭାବନା ସମ୍ଫୁର୍ଣ୍ଣ ଭୁଲ୍ ।ଆପଣ ଜାଣିଲେ ଆଶ୍ଚଯ୍ୟହେବେ ଜଣେ ଜଣେ ଏମିତି ସାଧାରଣ ବ୍ୟକ୍ତି ଅଛନ୍ତି ଯେଉଁମାନେ ୟୁଟ୍ୟୁବରେ ଏତେ ଫେମସ୍ ଅଛନ୍ତି ସେମାନଙ୍କ ଆଗରେ ବଡ ବଦ ଫିଲ୍ମ୍ ଷ୍ଟାର୍ ବି ଫିକା ପଡିଯାଆନ୍ତି ।ଜଣେ ୟୁଟ୍ୟୁବର ହେବା ପାଇଁ ଧନି,ଗରିବା,କଳା,ଗୋରା,ନାମି,ଦାମୀ କିଛିବି ଆବଶ୍ୟକ ହୁଏନି କେବଳ ଆପଣଙ୍କ ପତିଭା ମାଇନା ରଖିଥାଏ ।

ଜଣେ ସଫଳ ୟୁଟ୍ୟୁବର ହେବାପାଇଁ ନିଜ ଭିତରେ କଣ ପ୍ରତିଭା ଥିବା ଆବଶ୍ଯକ ?

ଆପଣଙ୍କ ପାଖରେ ଜାହାବି ପ୍ରତିଭା ଅଛି ଯେମିତିକି ଅଭିନୟ , କମେଡି , ରୋସେଇ କରିବା , ଭ୍ରମଣ କରିବା , ଭଲ ମେକାନିକ୍ , ଭଲ ଚିତ୍ର କରିବା , ଭଲ ମୋବାଇଲ୍ ସଜାଡିବା , ଭଲ କବିତା କହିବା ଆପଣଙ୍କୁ A To Z ଜାହାବି ଜଣାଅଛି ମୋବାଇଲ୍ କ୍ୟାମେରା ଅନ୍ କରି ରେକଡ୍ କରନ୍ତୁ Youtube ରେ ଛାଡ ।ପ୍ରଥମେ ପ୍ରଥମେ ଡର ଲାଗିବ ନର୍ଭସ୍ ଲାଗିବ ତଥାପି ହାର୍ ମାନନ୍ତୁ ନାହିଁ ୧୦୦ଥର ଭୁଲ୍ ହେଲେବି ୧୦୧ଥର ନିଶ୍ଚିତ ଠିକ୍ ହେବ ।

ମୁଁ ମୋବାଇଲରେ ସୁଟିଂ କରି ଭିଡିଓ Youtubeରେ ଛାଡିଲେ Youtube କଣ ଟଙ୍କା ଦେବ ?

ନିଶ୍ଚିତ ଦେବ ।ଆପଣଙ୍କ ଭିଡିଅକୁ ଯଦି ଲୋକମାନେ ପସନ୍ଦ୍ କରୁଛନ୍ତି ତାହେଲେ Youtube ଆପଣଙ୍କୁ ନିଶ୍ଚୟ ଟଙ୍କା ଦେବ ।

ଚାଲନ୍ତୁ ଜାଣିବା Youtubeରୁ ଟଙ୍କା ରୋଜଗାର କରିବାପାଇଁ କଣ କଣ ନିୟମ ରହିଛି ?

୧ – ଆପଣ କ୍ୟାମେରା କିମ୍ବା ମୋବାଇଲ୍ ଜେଉଁଥିରେବି ଭିଡିଓ ସୁଟିଂ କଲେ ୟୁଟ୍ୟୁବ୍ ପ୍ଲାଟଫର୍ମରେ ମନିଟାଇଜେସନ୍ କରିପାରିବ ।

୨ – ଆପଣ Google,Youtube କିମ୍ବା କୌଣଷି ଇଣ୍ଟରନେଟ୍ ପ୍ଲାଟଫର୍ମରୁ କୌଣଷି ଭିଡିଓ , ଗୀତ , ମ୍ୟୁଜିକ୍ କିମ୍ବା ଫଟୋ ନିଜ ଭିଡିଓରେ ରଖିପାରିବେ ନାହିଁ ।ଜଦି ରଖନ୍ତି Youtube ଆପଣଙ୍କୁ ଟଙ୍କା ଦେବନି ।ଆପଣ ଜାହାବି ଭିଡିଓ କରିବେ ସର୍ବଦା ନିଜର ସମସ୍ତ ଜିନିସ ରଖନ୍ତୁ ।ଜଦି ଆପଣଙ୍କୁ ଫ୍ରି BGM ଆବଶ୍ଯକ ଆପଣ YouTube libraryର Free ମ୍ୟୁଜିକ୍ ବ୍ୟବହାର କରନ୍ତୁ ଏଥିରେ Copyright ଆସିନଥାଏ ।

୩ – ଆପଣଙ୍କ ଚ୍ୟାନେଲ୍ ମନିଟାଇଜେସନ୍ ହେବା ପାଇଁ ଆପଣଙ୍କୁ ୧୦୦୦ Subscribe ଓ ଆପଣଙ୍କ ଚ୍ୟାନେଲ୍ ର ସମସ୍ତ ଭିଡିଓକୁ ମିଶାଇ ୪୦୦୦ ଘଣ୍ଟାର Watch Time ହୋଇଥିବା ଆବଶ୍ୟକ ।

୪ – ଆପଣଙ୍କର ଏହି ନିୟମ ପୁରଣ ହୋଇଗଲେ ଆପଣ Monetization ପାଇଁ Youtubeକୁ ଆବେଦନ କରିପାରିବେ ଓ ୧ ସପ୍ତାହ ମଧ୍ୟରେ ଆପଣଙ୍କ ଚ୍ୟାନେଲ୍ Monetization ହୋଇଯିବ ।

୫ – Youtubeର ଟଙ୍କା ନିଜ ବ୍ୟାଙ୍କ୍ ଆକାଉଣ୍ଟକୁ ଆଣିବାକୁ ଏକ Adsence ଆକାଉଣ୍ଟ୍ ଖୋଲିବାକୁ ପଡିଥାଏ ।ଆପଣଙ୍କ Adsence ଆକାଉଣ୍ଟରେ ୧୦୦ ଡଲାର୍ ପୁରଣହେଲେ Youtube ଆପଣଙ୍କୁ ପୈଠ କରିଥାଏ ।

Youtube କେତେ Views କୁ କେତେଟଙ୍କା ଦେଇଥାଏ ?

Youtube ନିଜର ସ୍ବାର୍ଥ ହିସାବରେ ଟଙ୍କା ଦେଇଥାଏ ।Youtubeରେ ଅଧିକ CPC ର ବିଜ୍ଞାପନ Technology , Insurance ଓ Beauty product ଭଳି ଭିଡିଓରେ ଅଧିକ ଟଙ୍କା ମିଳିଥାଏ ।ସେଥିପାଇଁ Youtube ଏହି ବିଷୟରେ ଯେଉଁମାନେ ଭିଡିଓ ବନାନ୍ତି Youtube ସେମାନଙ୍କୁ ଅଧିକ ଟଙ୍କା ଦେଇଥାଏ ।ଏହି ବିଷୟରେ ଭିଡିଓ କଲେ ଆପଣ ପ୍ରତି ୧୦୦୦ଭ୍ଯୁରେ ୧ଡଲାର୍ ଠାରୁ ଅଧିକ ମିଳିଥାଏ ।କମେଡି ଓ ଅଭିନୟ ଭଳି ଭିଡିଓରେ ୫୦୦୦ ଭ୍ୟୁରେ ୧ଡଲାର୍ ଠାରୁବି କମ୍ ମିଳିଥାଏ ।

Tag: Youtube ଚ୍ୟାନେଲ୍ ଖୋଲି ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତୁ, Earn money from YouTube, How to earn money from YouTube channel

Post a Comment

0 Comments