Music

ଅଣ୍ଡା ପକୁଡି ବା ପକୋଡା | EGG PAKODA RECIPES IN ODIA

Egg pakora

Egg pakora recipe in Odia

ଆବଶ୍ୟକୀୟ ସାମଗ୍ରୀ (Ingredients Of Egg Pakoda) - ସିଝା ଅଣ୍ଡା - 4 ଟି , ଅଧା କପ୍ ମଇଦା , ଅଧା କପ୍ ବେସନ , ଦୁଇ ଚାମଚ କର୍ଣ୍ଣଫ୍ଲୋର , ଧନିଆ ପତ୍ର , ହଳଦୀଗୁଣ୍ଡ , କଞ୍ଚାଲଙ୍କା , ଲଙ୍କାଗୁଣ୍ଡ , ଅଦାରସୁଣ ବଟା , ଚାଟ୍ ମସଲା , ତେଲ ଓ ଲୁଣ ।


ପ୍ରଥମେ ସିଝା ଅଣ୍ଡାକୁ ଛୋଟ ଛୋଟ କରି କାଟି ନିଅନ୍ତୁ । ଏବେ ଏକ ପାତ୍ରରେ ମଇଦା , ବେସନ , କର୍ଣ୍ଣଫ୍ଲୋର , ଧନିଆପତ୍ର , ହଳଦୀଗୁଣ୍ଡ , କଟା କଞ୍ଚାଲଙ୍କା , ଲଙ୍କାଗୁଣ୍ଡ , ଅଳ୍ପ ଅଦାରସୁଣ ବଟା , ଚାଟ୍ ମସଲା , ପାଣି ଓ ଲୁଣ ପକାଇ ଭଲରେ ଗୋଳାନ୍ତୁ । ଏବେ କଡାଇରେ ତେଲ ଗରମ କରନ୍ତୁ । କଟା ଅଣ୍ଡାକୁ ବେସନରେ ବୁଡାଇ ଏହି ତେଲରେ ଛାଣନ୍ତୁ । ଅଣ୍ଡା ପକୋଡା ଅଳ୍ପ ଲାଲ୍ ହେବା ପରେ ଏକ ପ୍ଲେଟକୁ ବାହାର କରି ସସ୍ ସହିତ ଖାଇବାକୁ ଦିଅନ୍ତୁ ।

Keywords: Egg pakora, egg pakora recipe, egg pakora recipe in Odia, egg pakora without boiled egg, egg pakora calories, egg pakora images, egg pakora near me

Post a Comment

0 Comments