Music

ମିଠା ଆମ୍ବ ଆଚାର ପ୍ରସ୍ତୁତି ପ୍ରଣାଳୀ | SWEET MANGO PICKLE RECIPES IN ODIA (Mitha Amba Achara)

Sweet Mango Pickle Recipes In Odia

How to make gujarati sweet mango pickle at home.

 ସାମଗ୍ରୀ (Ingredients Of Sweet Mango Pickles In Odia)

  • କଞ୍ଚା ଆମ୍ବ – ୧ କିଲୋ
  • ଶୁଖିଲା ଲଙ୍କା – ୧୦୦ ଗ୍ରାମ୍ (ଭଜା ହୋଇ ଗୁଣ୍ଡ କରାଯିବ)
  • ଗୁଡ଼ – ୭୫୦ ଗ୍ରାମ୍
  • ପାନମହୁରି – ୧୦୦ ଗ୍ରାମ୍ (ଭଜା ହୋଇ ଗୁଣ୍ଡ କରାଯିବ)
  • ପାଣି – ୧ ଗ୍ଲାସ୍
  • ହଳଦି – ୨୫ ଗ୍ରାମ୍
  • ମେଥି – ୨୫ ଗ୍ରାମ୍ (ଭଜା ହୋଇ ଗୁଣ୍ଡ କରାଯିବ)
  • କଳାଜିରା – ୨୫ ଗ୍ରାମ୍ ( ଭଜା ହୋଇ ଗୁଣ୍ଡ କରାଯିବ)
  • ଲୁଣ -୨୫ ଗ୍ରାମ୍
  • ସୋରିଷତେଲ – ୩୦୦ ମିଲିଗ୍ରାମ୍

ପ୍ରଣାଳୀ (Method Of Lemon Pickle In Odia)

ଆମ୍ବକୁ ଖଣ୍ଡକରି କାଟନ୍ତୁ (୧ଇଞ୍ଚ) । ହଳଦି ଗୋଳାଇ ଖରାରେ ରଖି ରେ ଦିଅନ୍ତୁ । ସୋରିଷତେଲକୁ ଗରମ କରି ଥଣ୍ଡା କରନ୍ତୁ । ମସଲାସବୁ ଅଲଗା ଭାଜି ଗୁଣ୍ଡ କରନ୍ତୁ । କରେଇରେ ପାଣି ଓ ଗୁଡ଼ ପକାଇ ପାଗ କରନ୍ତୁ । ପାଣି ମରିଗଲେ ସିରା ହାତକୁ ଟିକେ ଅଠାଳିଆ ଲାଗିଲେ ଆମ୍ବ ପକାଇ ଗୋଳାନ୍ତୁ । ମସଲାଗୁଣ୍ଡ ସବୁ ପକାଇ ଭଲ କରି ମିଶାନ୍ତୁ । ଥଣ୍ଡା ହେଲେ କାଚ ଜାର୍ ରେ ଭରି ରଖନ୍ତୁ । ୭-୧୫ ଦିନ ପରେ ନରମ ହୋଇ ଖାଇବା ଉପଯୋଗୀ ହେବ ।

Keywords: Sweet Mango Pickle Recipe In Odia, Boiled Mango Pickle Recipe, Odisha Sweet Mango Pickle Recipe, Mango Pickle Recipe In Odia, Instant Sweet Mango Pickle Recipe

Post a Comment

0 Comments