Music

ବଜାରେ ବଜାରେ ବାଇଦ ବଜା | BAJARE BAJARE BAIDA BAJA LYRICS

Bajare Bajare Baida Baja Odia Lyrics 

ବଜାରେ ବଜାରେ ବାଇଦ ବଜା, 

ଚଉଦିଗ ଆଜି ସଜାରେ ସଜ୍ଜା,

କେତେ ନୂଆ ଆଶା ଆନନ୍ଦ ଆଣି,

ଅଗଷ୍ଟ ପନ୍ଦର ଆସିଛି ପୁଣି।

ଏହି ଦିନ ଆମେ ସ୍ବାଧୀନ ହେଲୁ

ବିଦେଶୀ ହାତରୁ ଶାସନ ନେଲୁ।

ଆମେ ଚଳାଇବୁ ଦେଶ ଆମରି, 

ଆମରି ନାଆର ଆମେ ନାଉରୀ।

ଆମ ଏ ପତାକା ରଖ ୟା ଟେକ,

ଉଡଇ ଆକାଶେ ଦେଖରେ ଦେଖ।

Post a Comment

0 Comments