Music

ଆଖି ତଳର DARK CIRCLE ଗାୟବ କରିଦେବ ଏହି ଜବରଦସ୍ତ ନୁସ୍କା ~ SWAMI RAMDEV


 ଆଜିର ସମୟରେ ଆଖିତଳର କଳା ଦାଗ ବହୁତ ଗମ୍ଭୀର ସମସ୍ୟା ଅଟେ । ଏହାର ବହୁତ ସାରା କାରଣ ହୋଇପାରେ । ଆମ ଶରୀରରେ ଖାଇବା ପିଇବାର କମି ହେଲେ, ବେସୀ ଟିଭି, ମୋବାଇଲ ଦେଖିବା  ଏମିତି ବହୁତ ସାରା କାରଣ ହୋଇପାରେ।

ଆଜି ଆମେ ଆକ୍ୟୁ ପ୍ରେସର ଏମିତି ପଏଣ୍ଟ କହିବୁ ଏହାର ସାହାର୍ଯ୍ୟ ଦ୍ଵାରା ଆଖିର ତଳେ ଆସୁଥିବା କଳା ଦାଗକୁ ଠିକ କରିପାରିବେ । ଆକ୍ୟୁ ପ୍ରେସରର ପଏଣ୍ଟ ଆଖି ପାଖରେହିଁ ରହିଥାଏ ଯାହାକୁ ଦବେଇବା ଦ୍ଵାରା କଳାଦାଗ  ଠିକ ହୋଇପାରିବ।

ଆସନ୍ତୁ ଜାଣିବା ଡାର୍କ ସର୍କଲର ମୁଖ୍ୟ କାରଣ କଣ ହୋଇପାରେ । ଯଦି ଆପଣ କାରଣ ଜାଣିଥିବେ ପ୍ରଥମେ ତାକୁ ଠିକ କରିବେ ତା ପରେ ଆକ୍ୟୁ ପ୍ରେସର ପଏଣ୍ଟ ଦବେଇଲେ ଫରକ ପଡିବ । ଯଦି ଆପଣ ଟିଭି, ଲ୍ୟାପଟୋପ, କି କମ ଲାଇଟରେ ଫୋନ ବା ଏହୁ ସବୁର ବ୍ୟବହାର କରୁଛନ୍ତି ତାହେଲେ ବନ୍ଦ କରିଦିଅନ୍ତୁ । ଆଖିତଳେ ଡାର୍କ ସର୍କଲ ଆସିବାର ଆଉ ଗୋଟିଏ କାରଣ ହୋଇପାରେ ଆପଣଙ୍କ କିଡନୀ କି ଲିଭର ଠିକସେ କାମ କରୁନି । ସେଥିପାଇଁ କଳା ଦାଗ ଆସିଥାଏ ।

ଯଦି ଆପଣଙ୍କ କିଡନି ଠିକ କାମ କରୁନି ଇମ୍ପ୍ୟୁରିଟୀ ଆପଣକ ବ୍ଲଡ଼ ଭିତରକୁ ଯାଉଛି ସେଥିପାଇଁ ଦେଖିଥିବେ କେବେ କେବେ ଆଖିତଳ ଫୁଲି ଥାଏ । ଏହାର କାରଣ କିଡନୀ ଠିକସେ କାମ ନ କରିବାବି ହୋଇପାରେ । ଯଦି ଆପଣ ରାତିରେ ଠିକସେ ସୋଉ ନାହାନ୍ତି ସେବି କାରଣ ହୋଇପାରେ । ରାତିରେ ପ୍ରାୟ ୬ରୁ ୭ଘଣ୍ଟା ସୁଅନ୍ତୁ । ଯଦି ଶୋଇବା ପରେବୀ ଦାଗ ଯାଉନି ତାହେଲେ ଆକ୍ୟୁ ପ୍ରେସର ପଏଣ୍ଟ କହିବୁ ଏହାକୁ  ଦିନରେ ଗୋଟେ ମିନିଟ କି ଦୁଇମିନିଟ ଦବାନ୍ତୁ ଠିକ ହୋଇଯିବ ।

ଆପଣ ଆଖିର କଣରୁ ନେଇ ଆଇବ୍ରୋର ଶେଷ ପର୍ଯ୍ୟନ୍ତ ସର୍କୁଲାର ମୋଶନ ୬ ଟି ପଏଣ୍ଟ ଉପରେ ୧୫ ସେକେଣ୍ଡ ଲେଖା ୩ ଥର ସର୍କୁଲାର ମୋଶନରେ କରିବେ । ଆମ ଶରୀର ଭିତରେ ମିଲେନିୟମ  ଥାଏ  ଏହାର ମାତ୍ରା କମ କି ବେସୀ ହେଲେ ବ୍ଲଡ଼ ସରକୁଲେସନ ସହିତ କଲର ପ୍ରଭାବ ପଡିଥାଏ । ଯେବେ ରକ୍ତ ସଂଚାଳନ ଠିକସେ ହୁଏନି ସେଥିଲାଗି ଆଖି ତଳେ କଳା ଦାଗ ପଡିଥାଏ । କେବେ କେବେ ଶରୀରରେ ଡାର୍କ ପ୍ୟାଚ ମଧ୍ୟ ହୋଇଯାଏ କାରଣ ଏହାହୁଏ କି ଯଦି ରକ୍ତ ସଂଚାଳନ ଠିକସେ ହୁଏନି ଓ ଲିଭର ଠିକସେ କାମ କରେନି । ଆକ୍ୟୁ ପ୍ରେସର ୬ ପଏଣ୍ଟକୁ ଠିକ ସେ ଦବାନ୍ତୁ ଠିକ ହୋଇଯିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Post a Comment

0 Comments