Music

ଲେମ୍ବୁ ଆଚାର ପ୍ରସ୍ତୁତି ପ୍ରଣାଳୀ (LEMON PICKLE RECIPES IN ODIA)

Lemon pickle

How to make lemon pickle at home in odia

 ସାମଗ୍ରୀ (Ingredients Of Lemon Pickle)

  • ଲେମ୍ବୁ – ୪୦ଟି (ପାଚିଲା)
  • ସୋରିଷତେଲ – ୧/୨ କେଜି
  • ସୋରିଷ – ୧୦୦ ଗ୍ରାମ୍
  • ଧଣିଆ ଗୁଣ୍ଡ – ୧୦୦ ଗ୍ରାମ୍
  • ପାନମହୁରି – ୧୦୦ ଗ୍ରାମ୍
  • ଲଙ୍କା ଗୁଣ୍ଡ – ୧୦୦ ଗ୍ରାମ୍
  • ହଳଦୀ ଗୁଣ୍ଡ – ୫୦ ଗ୍ରାମ୍
  • ମେଥି – ୨୫ ଗ୍ରାମ୍
  • କଳାଜିରା -୨୫ ଗ୍ରାମ୍
  • ହେଙ୍ଗୁ – ଚିମୁଟାଏ
  • ଲୁଣ – ସ୍ବାଦାନୁସାରେ

ପ୍ରଣାଳୀ (Method Of Lemon Pickle In Odia)

  • ଲେମ୍ବୁକୁ ଭଲଭାବେ ଧୋଇ ନିଅନ୍ତୁ ।
  • ଲେମ୍ବୁକୁ ଲୁଣ ଦେଇ ଗୋଟିଏ ଡବାରେ ପୂରାଇ ଖରାରେ ରଖନ୍ତୁ । ପ୍ରତିଦିନ ଡବା ହଲାଉଥିବେ ।
  • ୭ ଦିନ ପରେ ଲେମ୍ବୁ ନରମିଯିବ । ଏହାକୁ କାଢ଼ି ମଝିରୁ ଦୁଇ ପଟ ରୁ ଚିରା ଲଗାଇ ରଖିବେ । ଲେମ୍ବୁ ପୁରା ଯେମିତି କଟିନଯାଏ ।
  • ପୁଣି ଏହି ଲେମ୍ବୁକୁ ଆଉ ଦୁଇଟି ଖରା ଦେବେ । 
  • ପାନମହୁରି, ମେଥି, ସୋରିଷ ଓ କଳାଜିରାକୁ ମିଶାଇ ହାଲକା କରି ଭାଜିନିଅନ୍ତୁ । ଏହାକୁ ସବୁ ମିଶାଇ ସବୁକୁ ଗୁଣ୍ଡ କରିନିଅନ୍ତୁ ।
  • ତେଲରେ ହେଙ୍ଗୁ ପକାଇ ଫୁଟାଇ ଥଣ୍ଡା କରିନିଅନ୍ତୁ ।
  • ଏବେ ଏକ ପାତ୍ରରେ ସମସ୍ତ ମସାଲାକୁ ମିଶାଇ ନିଅନ୍ତୁ । ଏବେ ଏଥିରେ ସୁଖିଥିବା ଲେମ୍ବୁକୁ ପକାଇ ଭଲଭାବେ ଗୋଳାଇ ନିଅନ୍ତୁ ।
  • ଏବେ ଲେମ୍ବୁକୁ ଡବାରେ ଭରନ୍ତୁ । ଉପରୁ ଡବା ରେ ତେଲ ଢ଼ାଳନ୍ତୁ  ।
  • ଏହା ୧୫ଦିନ ପରେ ଆଚାର ଖାଇବାକୁ ପ୍ରସ୍ତୁତ ହୋଇଯିବ ।

Keywords: Lemon pickle recipe, lemon pickle in odia, Lemon pickle benefits in odia, lemon pickle recipe in odia, lemon pickle by grandma, chilli and lemon pickle recipe, lemon and lime pickle

Post a Comment

0 Comments