Music

ପନୀର୍ ପକୋଡା | PANIR PAKODA RECIPES IN ODIA

Panir Pakoda

How to make Paneer pakora recipe in odia

ଆବଶ୍ୟକ ସାମଗ୍ରୀ (Ingredients for Panir Pakoda in Odia)

  • ବେସନ – ୩କପ
  • କଞ୍ଚା ଲଙ୍କା – ବଡ ଆକାରର ୭ ରୁ ୮ଟି
  • ତେଲ – ଆବଶ୍ୟକ ପରିମାଣରେ
  • ପାଣି – ଅଳ୍ପ
  • ଜୁଆଣି – ଅଳ୍ପ
  • ଲଙ୍କାଗୁଣ୍ଡ – ଅଳ୍ପ
  • ଲୁଣ – ଆବଶ୍ୟକ ପରିମାଣରେ
  • ହଳଦୀ ଗୁଣ୍ଡ – ଅଳ୍ପ
  • ହେଙ୍ଗୁ – ଅଳ୍ପ
  • ଚାଉଳଗୁଣ୍ଡ – ଅଳ୍ପ

ପ୍ରସ୍ତୁତି ପ୍ରଣାଳୀ (How to make paneer pakora in odia)– ଏକ ପାତ୍ରରେ ବେସନ, ଚାଉଳ ଗୁଣ୍ଡ ମିଶାଇ ଦିଅନ୍ତୁ। ଏବେ ଏଥିରେ ଲଙ୍କା ଗୁଣ୍ଡ, ହେଙ୍ଗୁ, ହଳଦୀ, ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ଅଳ୍ପ ତେଲ ପକାଇ ଗୋଳାଇ ଦିଅନ୍ତୁ। ଏବେ ଲଙ୍କାକୁ ଦୁଇ ଫାଳ କରି ଏହା ଭିତରୁ ମଞ୍ଜି ବାହାର କରି ଦିଅନ୍ତୁ। ଏବେ ଗ୍ୟାସରେ କଡେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଲଙ୍କାକୁ ଏହି ମିଶ୍ରଣରେ ଗୋଳାଇ ତେଲରେ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କଞ୍ଚାଲଙ୍କା ପକୋଡା।

Keywords: Punjabi style paneer pakora, Paneer pakoda, Crumbled paneer pakora recipe, Crispy Paneer pakora recipe in Odia, Paneer pakora ingredients, Paneer Pakora Recipe in odia, 

Post a Comment

0 Comments