Music

ଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକା

List Of Odia News Paper In Odia

List Of Odia News Paper In Odia

ଏହା ଓଡ଼ିଆ ଭାଷାରେ ପ୍ରକାଶିତ ପତ୍ରିକା ମାନଙ୍କର ଏକ ତାଲିକା । ବର୍ତ୍ତମାନ ପ୍ରଚଳିତ ଓ ବନ୍ଦ ହୋଇଯାଇଥିବା; ଅନଲାଇନ ଓ ମୁଦ୍ରିତ ପତ୍ରିକା ସବୁ ଏହି ତାଲିକା ଅନର୍ଭୂକ୍ତ ।

 

  • ଅର୍ପିତା (Arpita)
  • ଅଭିନବ ଗଣିତ ବିଚିତ୍ରା (୧୯୮୪-ବର୍ତ୍ତମାନ) (Abhinab Ganit Bichitra)
  • ଅମୃତାୟନ (Amrutanayan)

  • ଆମ ବିବେକ (Aam Bibeka)
  • ଆଲୋକ (Aalok)

  • ଉତ୍କଳ ଦୀପିକା (୧୮୬୬)-ବନ୍ଦ (Utkal dipika)
  • ଉତ୍କଳ ହିତୈଷିଣୀ (Utkal Hitaishini)

  • କଥା (Katha)
  • କାବ୍ୟଲୋକ (Kabyalok)
  • କାଦମ୍ବିନୀ (Kadambini)
  • କ୍ୟାଲଣ୍ଡର (Calendar)

  • ଗଣିତ ବିଚିତ୍ରା (ବର୍ତ୍ତମାନ ଏହା ଅଭିନବ ଗଣିତ ବିଚିତ୍ରା ନାମରେ ପ୍ରକାଶ ପାଉଛି) (Ganita Bichitra)

  • ଜହ୍ନମାମୁଁ (Janhamamu)

  • ଝଙ୍କାର (Jhankar)

  • ଡଗର (Dagar)

 ତ-ନ

  • ନାନାବାୟା (Nanabaya)

  • ପକ୍ଷୀଘର (Pakshighara)

  • ବିଜ୍ଞାନ ଦିଗନ୍ତ (୧୯୯୩-ବର୍ତ୍ତମାନ) (Bigyan Dihlgant)
  • ବିଜ୍ଞାନାଲୋକ (Bigyanloka)
  • ବିଜ୍ଞାନ ତରଙ୍ଗ (ବନ୍ଦ) (Bigyan Taranga)

  • ମନପବନ (Mana Pabana)
  • ମୀନାବଜାର (Mina Baazar)

  • ଶିଶୁ ସମ୍ପଦ (Shishu Sampad)
  • ଶିଶୁ ଲେଖା (Shishu lekha)

ଓଡ଼ିଶାରେ ପ୍ରକାଶିତ ହେଉଥିବା କେତୋଟି ଓଡ଼ିଆ ଖବର ହେଲା

  • ଅନୁପମ ଭାରତ‎ (Anupam Bharat)
  • ଆରମ୍ଭ (Arambh)
  • ଉତ୍କଳ ଦୀପିକା (Utkal Dipaki)
  • ଓଡ଼ିଶା ଭାସ୍କର‎ (Odisha Bhaskar)
  • ଖବର (Khabar)
  • ଧରିତ୍ରୀ (Dharitri)
  • ଧ୍ୱନି ପ୍ରତିଧ୍ୱନି (Dhwani Pratidhwani)
  • ପ୍ରଗତିବାଦୀ (Pragativadi)
  • ପ୍ରଜାତନ୍ତ୍ର (Prajatantra)
  • ସର୍ବସାଧାରଣ (Sarbasadharana)
  • ସମୟ (Samaya)
  • ସମାଜ (Samaj)
  • ସମ୍ବାଦ (Sambad)
  • ସୂର୍ଯ୍ୟପ୍ରଭା (Suryaprabha)
  • ପ୍ରମେୟ (Prameya)
  • ସମ୍ବାଦ କଳିକା (Sambad Kalika)

odia news paper list, ଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକା, best odia news paper 



Post a Comment

0 Comments