Music

ତୁଳସୀ ଗଛ ର କେତେକ ବିଶେଷ ଗୁଣ | BASIL LEAVES BENEFITS IN ODIA

Tulsi leaves benefits in Odia

  • କାର୍ତ୍ତିକ ମାସରେ ପ୍ରତିଦିନ ସକାଳେ ଖଳିପେଟ ରେ ଦୁଇ, ତିନିଟି ଲେଖା ତୁଳସୀ ପତ୍ର ଚୋବାଇ ଖାଇଲେ ବର୍ଷ ସାରା କୌଣସି ରୋଗ ହୁଏନାହିଁ।
  • ତୁଳସୀ ଗଛ ନିକଟରେ ବସିଲେ କିମ୍ବା ଠିଆ ହେଲେ ମାନସିକ ଏକାଗ୍ରତା ସୃଷ୍ଟିହୁଏ। ଏହା ମନରେ ସତ୍ୱିକ ଭାବ ସୃଷ୍ଟି କରେ ।
  • କୁହାଯାଏ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ସମୟରେ ପିଇବା ପାଣି ଓ ଖାଦ୍ୟଦ୍ରବ୍ୟ ରେ ତୁଳସୀ ପତ୍ର ପକାଇ ରଖିଲେ ଗ୍ରହଣର କୌଣସି ପ୍ରଭାବ ପଡେ ନାହିଁ।
  • ଗାଧୋଇ ସାରି ତୁଳସୀ ମୂଳ ମାଟି ରେ ଚିତା ପିନ୍ଧିଲେ ସମସ୍ତ କାର୍ଯ୍ୟ ସିଦ୍ଧ ହୁଏ।

Tulsi leaves eating benefits in odia

ଆହୁରି ପଢ଼ନ୍ତୁ:  ତ୍ରିଫଳା ଆୟୁର୍ବେଦର ଅମୃତ ଔଷଧି

  • ତୁଳସୀ ଗଛ ର ବାସ୍ନା ରକ୍ତ ବିକର ଦୂର କରେ।
  • ଗଲା ରେ ତୁଳସୀ ମାଳ ଧାରଣ କଲେ  ଶରୀର ସବୁବେଳେ ସୁସ୍ଥ ଓ ସତେଜ ରୁହେ।
  • ଖାଇସାରିବା ପରେ ତୁଳସୀ ପତ୍ର ଚୋବାଈ ଖାଇଲେ ପାଟି ର ଦୁର୍ଗନ୍ଧ ଦୂର ହୁଏ ଓ ଦାନ୍ତ ପୋକ ଖାଏ ନାହିଁ।
  • ତୁଳସୀ ପତ୍ର ର ରସ ଦେହରେ ମାଲିସ୍ କଲେ ହାଡ଼ ଶକ୍ତ ହୁଏ।
  • ଦେହର କାନ୍ତି ବୃଦ୍ଧି ହୁଏ, ଶରୀର ନିରୋଗ ରହେ।

Post a Comment

0 Comments