Music

ମୁଁ ଯାହା ଫିଲ କରୁଛି (ତୁ ମୋ ଲଭ ଷ୍ଟୋରୀ 2) | Mun jaha, feel karuchhi Odia lyrics

mu jaha feel karuchi odia song lyrics
Singer: Humane Sagar,Diptirekha Padhi
 Lyrics: Basantraj Samal 
Music: Prem Anand
(Odia)

ଏଇ ଏବେ ଏବେ ପଵନଟା ପର୍ଫୂମ୍ ପର୍ଫୂମ୍ ପର୍ଫୂମ୍ ବାସୁଛି । M ।

ଏଇ ଏବେ ଏବେ ମଉସମ୍ ଵନ୍ ସୁନ୍ ଵନ୍ ସୁନ୍ ଵନ୍ ସୁନ୍ ଲାଗୁଛି । F।

ଯେତିକି ଯେତିକି ଦୂରକୁ ଯାଉଛି ସେତିକି ସେତିକି ପାଖରେ ପାଉଛି । ଏମିତି କାହିଁକି ଲାଗୁଛି ।

ମୁଁ ଯାହା ଫିଲ୍ କରୁଛି ତୋରକି ସେ ଫିଲ୍ ହଉଛି । M ।

ମୁଁ ଯାହା ଫିଲ୍ କରୁଛି ତୋରକି ସେ ଫିଲ୍ ହଉଛି । F ।

ଛାତିରେ ମୋ ହାଟ୍ ଵିଟ୍ ସାୟେରି ସାୟେରି, ରାତିରେ ମୋ ଡ୍ରିମ୍ ସବୁ ଲାଗେ ଲଭ୍ ଷ୍ଟୋରି । M ।

ଆଜି କାଲି ଵାଟ ମୋର ସୁହାନା ସୁହାନା ଲାଗୁଛି ମୋ ପାଇଁ ଜଣେ ଦିଲ୍ ସେ ଦିୱ୍ଵାନା । F।

ଏଇ ଏବେ ଏବେ କଥା କିସ୍-ମିସ୍ କିସ୍-ମିସ୍ କିସ୍-ମିସ୍ ଲାଗୁଛି । M ।

ଏଇ ଏବେ ଏବେ ଗୀତ ସବୁ ଚକ୍ଲେଟ୍ ଚକ୍ଲେଟ୍ ଚକ୍ଲେଟ୍ ଲାଗୁଛି । M।

ଯେତିକି ଯେତିକି ଭୁଲି ମୁଁ ଯାଉଛି ସେତିକି ସେତିକି ମନେ ମୋ ପଡୁଛି କେହିଜଣେ ଭଲ ଲାଗୁଛି । F ।

ମୁଁ ଯାହା ଫିଲ୍ କରୁଛି ତୋରକି ସେ ଫିଲ୍ ହଉଛି । F ।

ମୁଁ ଯାହା ଫିଲ୍ କରୁଛି ତୋରକି ସେ ଫିଲ୍ ହଉଛି । M ।


ଟିକେ-ଟିକେ M  ଟିକେ-ଟିକେ |F|
ଟିକେ-ଟିକେ  M  ଟିକେ-ଟିକେ |F|
ଟିକେ-ଟିକେ  M ଟିକେ-ଟିକେ |F|

ୱଅ଼.....ଅ....ଅ......ଅ......

ତୁ ମୋ ଲାଇଫ୍ ରେ ମୋଲ୍ ଅନ୍ମୋଲି ତୁଝ୍ ହି ନେ ଲାଗେ ସଵୁ ଲଭ୍ଲି ଲଭ୍ଲି । F ।

ତୋ ଲାଗି ଆଜି କାଲି ନୂଆ-ନୂଆ ଫିଲ୍ଗ୍, ତୋ ବିନା ପୁଣି ସବୁ କିଛି ମିସିଙ୍ଗ୍ ମିସିଙ୍ଗ୍ । M ।

ଏଇ ଏବେ ଏବେ ସକାଳଟା ଫ୍ଲେଵର ଫ୍ଲେଵର ଫ୍ଲେଵର ଲାଗୁଛି, ଏଇ ଏବେ ଏବେ ଆକାଶଟା କଲର୍ କଲର୍ କଲର୍ ଦିଶୁଛି । F ।

ଯେତିକି ଯେତିକି ତୋତେ ମୁଁ ପାଉଛି ସେତିକି ସେତିକି ହଜି ମୁଁ ଯାଉଛି,
ତୋ ଲଭ୍ ମୋତେ ହେଲ୍ପ କରୁଛି । M ।

ମୁଁ ଯାହା ଫିଲ୍ କରୁଛି ତୋରକି ସେ ଫିଲ୍ ହଉଛି ୱ... । M ।
ମୁଁ ଯାହା ଫିଲ୍ କରୁଛି ତୋରକି ସେ ଫିଲ୍ ହଉଛି । F ।

Singer: Humane Sagar,Diptirekha Padhi
 Lyrics: Basantraj Samal 
Music: Prem Anand

M] Ei eve-eve..
Pavan ta Perfume perfume perfume
Basuchhi..

F] Ei eve-eve..
Mosam Mansoon mansoon mansoon
Laguchhi..

M] Jethiki jethiki, duraku jauchi
Sethiki sethiki, paakhre pouchhi

Emithi kahin ki laguchhi
Mun jaha, feel karuchhi..
Tor ki se, feel hauchhi..Ho~

F] Mun jaha, feel karuchhi~~~

Tor ki se, feel hauchhi...

M] Chatire mo heart beat
Shaayari shaayari
Raatire mo dream sabu
Lage love story..

F] Aaji kali bata mora
Sohora sohora
Laguchhi mo pain jane
Nashi nibhana

M] Ei eve-eve..
Katha sabu Kismis kismis kismis

Laguchhi..
Ei eve-eve~
Geeta sabu chaklet chaklet chaklet
Laguchhi..

F] Jethiki jethiki, bhuli mun jauchi

Sethiki sethiki, mane mo paduchi

Kehi jane bhal laguchhi
Mun jaha, feel karuchhi
Tor ki se, feel hauchhi..Ho~

M] Mun jaha, feel karuchhi~~~

Tor ki se, feel hauchhi...~

M] Tike tike
F] Tike tike
M] Tike tike
F] Tike tike
M] Tike tike
F] Tike tike

M] Ho~~~

F] Tu mo life re one, heart only
Tu chhuiyle lage sabu
Lovely lovely

M] to lagi aaji kali nua-nua feeling
To bina puni sabu kichhi missing missing

F] Ei eve-eve...
Sokal ta Flower flower flower

Laguchhi..
Ei eve-eve~
Aakash ta Colour colour colour
Dishuchi..

M] Jethiki jethiki, tate mun pouchhi

Sethiki sethiki, hajji mun jauchi

To love mate help karuchhi
Mun jaha, feel karuchhi
Tor ki se, feel hauchhi..ho~

F] Mun jaha, feel karuchhi~~~

Tor ki se, feel hauchhi...

Post a Comment

0 Comments