ବୁଲବୁଲ ପକ୍ଷୀ ବିଷୟରେ କିଛି ରୋଚକ ତଥ୍ୟ | AMAZING FACT OF NIGHTINGLE

@Archivist
0
Amazing facts about nightingale in odia

Interesting facts of nightingale in odia

Amazing facts about nightingale in odia: ରାତିସାରା ଗଛ ଡାଳରେ ବସି ଗୀତ ଗାଉଥିବା ପୁରୁଷ ବୁଲବୁଲକୁ ପକ୍ଷୀ ମାନଙ୍କ ମଧ୍ୟରେ ରଖାଯାଇଛି ।ଏହି ପୁରୁଷ ବୁଲବୁଲ ଯେବେ ଉଡେ ସେ ମହିଳା ବୁଲବୁଲକୁ ନିଜ ଆଡକୁ ଅକୃଷ୍ଟ କରିବାର ପ୍ରୟାସ କରୁଥାଏ ।

  • ମଧୁର କଣ୍ଠରେ କେବଳ ପୁରୁଷ ବୁଲବୁଲ ଗାନ କରିପାରେ ।ମାତ୍ର ମଧୁର ସ୍ଵର ଗାନ କରୁଥିବା ବୁଲବୁଲକୁ ଲୋକମାନେ ମହିଳା ବୋଲି କୁହନ୍ତି ଯାହାକି ଭୁଲ ଅଟେ ।
  • ସମସ୍ତ ପକ୍ଷୀ ଗଛର ଉପର ଭାଗରେ ନିଜର ନୀଡ ବାନ୍ଧନ୍ତି ମାତ୍ର ବୁଲବୁଲ ପ୍ରଥମ ପକ୍ଷୀ ଯିଏ ମାଟିର ଅଳ୍ପ ଉପଋ ଭାଗରେ ଥିବା ଛୋଟ ଗଛରେ ନିଜ ନୀଡ ବାନ୍ଧେ ।
  • ବୁଲବୁଲ ମାଂସାହାରୀ ଜୀବ ଅଟେ ।ଏହା ମାଟି ଉପରେ ଚାଲୁଥିବା ଜନ୍ଦା, ପିମ୍ପୁଡିଙ୍କ ଭଳି ଛୋଟଛୋଟ କୀଟ ମାନଙ୍କୁ ଶିକାର କରି ଭକ୍ଷଣ କରିଥାଏ ।
  • ଗତ ୫୦ବର୍ଷ ମଧ୍ୟରେ ବୁଲବୁଲଙ୍କ ସଂଖ୍ୟା ପ୍ରାୟ ୮୦ପ୍ରତିଶତ ହ୍ରାସ ପାଇଛି ।ଏହାର କାରଣ ବଳବାୟୁର ପରିବର୍ତ୍ତନ ଓ ପ୍ରଦୂଷିତ ଜଳବାୟୁ ବୋଲି ବୈଜ୍ଞାନିକ ମାନେ ମତବ୍ୟକ୍ତ କରିଛନ୍ତି ।
  • ବୁଲବୁଲ ଆକାରରେ ୫॰୯ ରୁ ୬.୫ ଇଞ୍ଚି ପର୍ଯ୍ୟନ୍ତ ଲମ୍ବ ହୋଇପାରେ ।ମହିଳା ବୁଲବୁଲ ପୁରୁଷ ବୁଲବୁଲ ତୁଳନାରେ ସାମାନ୍ୟ ଛୋଟ ଅଟନ୍ତି ।
  • ବୁଲବୁଲ ହେଉଛି ଇରାନ ଦେଶର ଜାତୀୟ ପକ୍ଷୀ ।
  • ମୂଷା, ବିରାଡି, ସାପ ଓ ମାଂସାହାରୀ ପକ୍ଷୀ ହେଉଛନ୍ତି ବୁଲବୁଲ ପକ୍ଷୀର ପ୍ରାକୃତିକ ଶତୃ ।
  • ମହିଳା ବୁଲବୁଲ ୫-୬ଟି ଅଣ୍ଡା ଦିଏ ।ଯେଉଁଥିରୁ ପ୍ରାୟ ୧୫-୨୦ ଦିନ ମଧ୍ୟରେ ଛୁଆ ବାହାରେ । ବୁଲବୁଲ ଅଣ୍ଡା ଉଷୁମାଉଥିବା ସମୟରେ ପୁରୁଷ ବୁଲବୁଲ ମହିଳା ବୁଲବୁଲ ପାଇଁ ଖାଦ୍ୟ ସଂଗ୍ରହ କରିଥାଏ ।
  • ବୁଲବୁଲକୁ ବିଶ୍ଵର ସମସ୍ତ ଦେଶରେ ପ୍ରାୟ ପ୍ରେମର ପ୍ରତୀକ ରୂପେ ଗ୍ରହଣ କରିଛନ୍ତି ।ତେଣୁ ଜ୍ୟୋତିଃବିଜ୍ଞାନ ଓ ବାସ୍ତୁଶାସ୍ତ୍ରରେ ବୁଲବୁଲର ସ୍ଥାନ ସ୍ଵତନ୍ତ୍ର ରହିଛି ।
  • ବୁଲବୁଲ ପକ୍ଷୀ ମାନଙ୍କର ଜୀବନକାଳ ବହୁତ କମ ।ଏମାନେ ଘନ ଜଙ୍ଗଲରେ ଅଧିକରୁ ଅଧିକ ୧-୩ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିପାରନ୍ତି ।ମାତ୍ର ଯେଉଁ ଜଙ୍ଗଲରେ ଏମାନେ ବାସ କରନ୍ତି ସେହି ଜଙ୍ଗଲରେ ରାତ୍ରିକାଳରେ ନିଜ ମଧୁର ସ୍ଵର ଦ୍ଵାରା ଅନ୍ୟ ଜୀବ ମାନଙ୍କୁ ସମ୍ମୋହନ କରନ୍ତି ।
  • ଅଣ୍ଡାରୁ ବାହାରୁ ଥିବା ବୁଲବୁଲ ଛୁଆ ୨-୪ ସପ୍ତାହ ପରେ ସଂପୂର୍ଣ୍ଣ ରୂପେ ଉଡିବା ଶିଖି ନିଜ ଖାଦ୍ୟ ସଂଗ୍ରହ ପାଇଁ ପ୍ରସ୍ତୁତ ହୁଏ ।
  • ରାତିସାରା ଗଛ ଡାଳରେ ବସି ଗୀତ ଗାଉଥିବା ପୁରୁଷ ବୁଲବୁଲକୁ ପକ୍ଷୀ ମାନଙ୍କ ମଧ୍ୟରେ ରଖାଯାଇଛି ।ଏହି ପୁରୁଷ ବୁଲବୁଲ ଯେବେ ଉଡେ ସେ ମହିଳା ବୁଲବୁଲକୁ ନିଜ ଆଡକୁ ଅକୃଷ୍ଟ କରିବାର ପ୍ରୟାସ କରୁଥାଏ ।

Tag: Amazing facts about nightingale in odia, ବୁଲବୁଲ ପକ୍ଷୀ, ବୁଲବୁଲ ପକ୍ଷୀ ବିଷୟରେ କିଛି ରୋଚକ ତଥ୍ୟ, Nightingale information in odia, Nightingale in odia, Nightingale in odia language, Interesting Fact Of Nightingales

Tags

Post a Comment

0Comments

Post a Comment (0)