Music

ସାତକଡ଼ି ହୋତା ଙ୍କ ଜୀବନୀ | SATAKADI HOTA BIOGRAPHY IN ODIA

Satakadi Hota Biography In Odia

Satakadi Hota Biography In Odia :

ସାତକଡ଼ି ହୋତା, ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ସମ୍ପାଦକ ଅଟନ୍ତି । ଗଳ୍ପ, ଉପନ୍ୟାସ, କବିତା, ଅନୁବାଦ ଓ ଆତ୍ମଜୀବନୀ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ସେ ଲେଖନୀ ଚାଳନା କରିଛନ୍ତି । ସେ ଭାରତୀୟ ରେଳସେବାରୁ ଅବସର ନେଇସାରିଛନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଓ ସମୟ ଖବରକାଗଜର ସମ୍ପାଦକଭାବରେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି । ୧୯୮୫ମସିହାରେ "ଭୁବନେଶ୍ୱର ପୁସ୍ତକ ମେଳା" ଆରମ୍ଭ କରିବାରେ ସେ ଥିଲେ ଅନ୍ୟତମ ଉଦ୍ୟୋକ୍ତା ।

  • ଜନ୍ମ ଓ ଜନ୍ମସ୍ଥାନ - ୧୯୩୦
  • ଜାତୀୟତା- ଭାରତୀୟ
  • ଜୀବନସାଥି - ଗୀତା ହୋତା
  • ସନ୍ତାନ - ରାଜୀବ

ସାତକଡ଼ିଙ୍କର ଏଯାବତ ୨୭ଟି ଗଳ୍ପ, ୨୧ଟି ଉପନ୍ୟାସ ଓ ଗୋଟିଏ କବିତାବହି ପ୍ରକାଶ ପାଇସାରିଛି । କବିତାରୁ ସେ ନିଜ ସାହିତ୍ୟ ସର୍ଜନା ଆରମ୍ଭ କରିଥିଲେ । ୧୯୬୭ରେ ତାଙ୍କର ପ୍ରଥମ ଉପନ୍ୟାସ "ବ୍ୟାକୁଳ ହୃଦୟ" ଓ ୧୯୭୧ରେ ପ୍ରଥମ ଗପ ପ୍ରକାଶ ପାଇଥିଲା ।

ରଚନାବଳୀ 

ଉପନ୍ୟାସ

  • ବ୍ୟାକୁଳ ହୃଦୟ (Byakula Hrudaya)
  • ମୁହାଁମୁହିଁ (Muhanmuhin)
  • ସ୍ବପ୍ନ ଶିଉଳୀ (Swapna Shiuli)
  • ଏତେ ସ୍ବପ୍ନ ଏତେ ଆଲୋକ (Ete Swapna Ete Aloka)
  • ଅନେକ ଦିଗନ୍ତ (Aneka Diganta)
  • ଅଶାନ୍ତ ଅରଣ୍ୟ (Ashanta Aranya)
  • ଅସମୟ (Asamaya)
  • ଶତାବ୍ଦୀର ଶୋଷ (Shatabdira Sosha)
  • ପ୍ରଥମ ଅଧ୍ୟାୟ (Prathama Adhyaya)
  • ରାଜଧାନୀର ରଙ୍ଗ (Rajadhanira Ranga)
  • କୃଶବିଦ୍ଧ (Krushabidhha)
  • ପ୍ରତ୍ୟୁଷର ପ୍ରଶ୍ନ (Pratushyara Prashna)
  • ଭଙ୍ଗାକାଚ (Bhangakacha)
  • ସୂର୍ଯ୍ୟ ଉଇଁଲେ ସ୍ବପ୍ନ (Surya Uinile Swapna)
  • ସଚିବାଳୟ (Sachibalaya)
  • ସତ୍ୟନଗର (Satya Nagara)
  • ଜନନୀ ଜନ୍ମଭୂମି (Janani Janmabhumi)
  • ଦୀର୍ଘ ରୋମାଞ୍ଚକର ଯାତ୍ରା (Dirgha Romanchakara Jatra)
  • ମୁକ୍ତିମନ୍ତ୍ର (Mukti Mantra)
  • ଧର୍ମଯୁଦ୍ଧ (Dharma Juddha)
  • ତୀର୍ଥଯାତ୍ରା (Tirtha Jatra)

  • ଗଳ୍ପ ସଙ୍କଳନ

  • କିରିବୁରୁ କନ୍ୟା (Kiriburu Kanya)
  • ଫୁଲର ଗୋଟିଏ ସୁରଭି (Phulara Gotie Surabhi)
  • ସାୟାହ୍ନର ଶୋଭା (Sayannara Sobha)
  • ଅସତର୍କ ମୁହୂର୍ତ୍ତ (Asatarka Muhurtta)
  • ଜଗନ୍ନାଥ ହସ (Jagannatha Hasa)
  • ଶୋଣିତର ସ୍ୱପ୍ନ (Shonitara Swapna)
  • ବେଗେ ସାହେବ (Bege Saheba)
  • ନୀଳାଚଳକୁ ରାସ୍ତା (Nilachalaku Rasta)
  • ମଧୁଲଗ୍ନ (Madhulagna)
  • ମହାସ୍ନାନ (Mahasnana)
  • ଲଙ୍ଗଳା ରାଜା (Langala Raja)
  • ମୋ ଗଳ୍ପର ନାୟକ (Mo galpa ra nayaka)
  • ଶେଷ ସମ୍ବଳ (Shesha Sambala)
  • ସବା ଶେଷରେ (Saba Seshare)
  • ଆକାର ଘର (Akara Ghara)
  • ରାଜଧାନୀର ସକାଳ (Rajadhanira Sakala)
  • କଥା ଅନେକ (Katha Aneka)
  • ଦୀପ ଜଳିଲେ ଆଲୁଅ (Dwipa jalile Alua)
  • ଶୁମ୍ଭ ନିଶୁମ୍ଭ (Shumbha Nishumba)
  • ଷ୍ଟୁଆର୍ଟ ସାହେବ (Stuart Saheb)
  • ମୋ ଗଳ୍ପ (Mo galpa)

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୮୭ (ଅଶାନ୍ତ ଅରଣ୍ୟ ପାଇଁ)
  • ଶାରଳା ପୁରସ୍କାର - ୨୦୦୪ (ମୁକ୍ତିମନ୍ତ୍ର ଓ ଜନନୀ ଜନ୍ମଭୂମୀ)
  • ସାହିତ୍ୟ ଭାରତୀ ସମ୍ମାନ - ୨୦୧୭
  • ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ, ୨୦୦୦

Tag: ସାତକଡ଼ି ହୋତା ଙ୍କ ଜୀବନୀ, Satakadi Hota Biography In Odia, Odia Biography Of Satakodi Hota, ସାତ କୋଡ଼ି ହୋତା ଙ୍କ ପୁସ୍ତକ , ସାତକୋଡ଼ି ହୋତାଙ୍କ ଲେଖା
ଉତ୍ସ: https://www.telegraphindia.com/

Post a Comment

0 Comments