Music

କେଉଁ ରୋଗପାଇଁ କେଉଁ ଆସନ କରିବେ? BIBHINNA ROGA PAIN BIBHINNA ASANA

ସୁସ୍ଥ ଶରୀର ଓ ମନ ପ୍ରତ୍ୟେକ ମନୁଷ୍ୟର ଆବଶ୍ୟକତା ଅଟେ ତଥା ଏହି ଆବଶ୍ୟକତା ବିଭିନ୍ନ ଯୋଗ ଆସନର ସହାୟତାରେ ପୂର୍ଣ୍ଣ ହୋଇଥାଏ । ଆସନ୍ତୁ ଜାଣିବା କେଉଁ ଆସନ କେଉଁ ରୋଗରୁ ଆମକୁ ମୁକ୍ତି ଦେଇପାରିବ ।


  • ଆହୁରି ପଢନ୍ତୁ: ଅଷ୍ଟାଙ୍ଗ ଯୋଗ କ’ଣ ସେ ବିଷୟରେ ଜାଣ-Concept of -Asthanga Yoga
  • ସୂର୍ଯ୍ୟ ନମସ୍କାର ଆସନ ବିଧି, ଉପକାରିତା- Surya namaskar benefits Odia -ଯୋଗ ଆସନ
  • ଯୋଗ ବିଷୟରେ ବିଭିନ୍ନ ମତବାଦ
  • ଅଷ୍ଟାଙ୍ଗ ଯୋଗ: ଯୋଗର ବୈଜ୍ଞାନିକ ପଦ୍ଧତି ତଥା ତାର ସୋପାନ
  • ଜୀବନକୁ କରନ୍ତୁ ଶାନ୍ତ ସହଜ ଓ ସୁନ୍ଦର ଆପଣାନ୍ତୁ ଏହି ଉପାୟ
  • ଯୋଗ କରୁଥିଲେ ଦିନଚର୍ଯ୍ୟା କିପରି କରିବେ - ଅଷ୍ଟାଙ୍ଗ ଯୋଗ
  • ଯୋଗ ପୂର୍ବରୁ-Before Yoga
  • ମହର୍ଷି ପତଞ୍ଜଳି : ଅଷ୍ଟାଙ୍ଗ ଯୋଗର ଅନନ୍ୟ ବୈଜ୍ଞାନିକ
  • ଯୋଗ- ବିଶ୍ୱକୁ ଭାରତର ଶ୍ରେଷ୍ଠ ଉପହାର
  • ଯୋଗ ନିଦ୍ରା କିପରି କରିବେ- How to do Yog nidra
  • ଜାଣନ୍ତୁ ଯୋଗର ନିୟମ
  • ୧. ପେଟ ରୋଗ ନିମନ୍ତେ- ଉତ୍ତାନପାଦାସନ, ପବନମୁକ୍ତାସନ, ବଜ୍ରାସନ, ଯୋଗମୁଦ୍ରାସନ, ଭୁଜଙ୍ଗାସନ, ମତ୍ସ୍ୟାସନ ।
  • ୨. ମସ୍ତିଷ୍କ ରୋଗ ନିମନ୍ତେ- ସର୍ବାଙ୍ଗାସନ, ଶୀର୍ଷାସନ, ଚନ୍ଦ୍ରାସନ ।
  • ୩. ମଧୁମେହ- ପଶ୍ଚିମୋତ୍ତାନାସନ, ନୌକାସନ, ବଜ୍ରାସନ, ଭୁଜଙ୍ଗାସନ, ହଳାସନ, ଶୀର୍ଷାସନ ।
  • ୪. ବୀର୍ଯ୍ୟ ଦୋଷ- ସର୍ବାଙ୍ଗାସନ, ବଜ୍ରାସନ, ଯୋଗମୁଦ୍ରା ।
  • ୫. ଗଳା- ସୁପ୍ତବଜ୍ରାସନ, ଭୁଜଙ୍ଗାସନ, ଚନ୍ଦ୍ରାସନ ।
  • ୬. ନେତ୍ର- ସର୍ବାଙ୍ଗାସନ, ଶୀର୍ଷାସନ, ଭୁଜଙ୍ଗାସନ ।
  • ୭. ଗଠିଆ- ପବନମୁକ୍ତାସନ, ପଦ୍ମାସନ, ସୁପ୍ତବଜ୍ରାସନ, ମତ୍ସ୍ୟାସନ, ଉଷ୍ଟ୍ରାସନ ।
  • ୮. ନାଭି- ଧନୁରାସନ, ନାଭି-ଆସନ, ଭୁଜଙ୍ଗାସନ ।
  • ୯. ଗର୍ଭାଶୟ- ଉତ୍ତାନପାଦାସନ, ଭୁଜଙ୍ଗାସନ, ସର୍ବାଙ୍ଗାସନ, ତାଡାସନ, ଚନ୍ଦ୍ରାନମସ୍କାରାସନ ।
  • ୧୦. ଅଣ୍ଟା- ହଳାସନ, ଚକ୍ରାସନ, ଧନୁରାସନ, ଭୁଜଙ୍ଗାସନ ।
  • ୧୧. ଫୁସ୍ଫୁସ୍- ବଜ୍ରାସନ, ମତ୍ସ୍ୟାସନ, ସର୍ବାଙ୍ଗାସନ ।
  • ୧୨. ଯକୃତ- ଲତାସନ, ପବନମୁକ୍ତାସନ, ଯାନାସନ ।
  • ୧୩. ଗୁଦା, ବବାସୀର, ଭଗନ୍ଧର ଆଦି ନିମନ୍ତେ- ଉତ୍ତାନପାଦାସନ, ସର୍ବାଙ୍ଗାସନ, ଜାନୁଶିରାସନ, ଯାନାସନ, ଚନ୍ଦ୍ରନମସ୍କାରାସନ ।
  • ୧୪. ଦମା- ସୁପ୍ତବଜ୍ରାସନ, ମତ୍ସ୍ୟାସନ, ଭୁଜଙ୍ଗାସନ ।
  • ୧୫. ଅନିଦ୍ରା- ଶୀର୍ଷାସନ, ସର୍ବାଙ୍ଗାସନ, ହଳାସନ, ଯୋଗମୁଦ୍ରାସନ ।
  • ୧୬. ଗ୍ୟାସ୍- ପବନମୁକ୍ତାସନ, ଜାନୁଶିରାସନ, ଯୋଗମୁଦ୍ରା, ବଜ୍ରାସନ ।
  • ୧୭. ଥଣ୍ଡା- ସର୍ବାଙ୍ଗାସନ, ହଳାସନ, ଶୀର୍ଷାସନ ।
  • ୧୮. ମାନସିକ ଶାନ୍ତି ନିମନ୍ତେ- ସିଦ୍ଧାସନ, ଯୋଗାସନ, ଶତୁରମୁର୍ଗାସନ, ଖଗାସନ ଯୋଗମୁଦ୍ରାସନ ।
  • ୧୯. ମେରୁଦଣ୍ଡ ହାଡ ନିମନ୍ତେ- ସର୍ପାସନ, ପବନମୁକ୍ତାସନ, ସର୍ବାଙ୍ଗାସନ, ଶତୁରମୁର୍ଗାସନ କରନ୍ତୁ ।
  • ୨୦. ଗଣ୍ଠି ନିମନ୍ତେ- ପବନମୁକ୍ତାସନ, ସାଇକେଲ ସଞ୍ଚାଳନ, ତାଡାସନ କରନ୍ତୁ ।
  • ୨୧. ଉପସ୍ଥର ରୋଗ ନିମନ୍ତେ- ସର୍ବାଙ୍ଗାସନ, ହଳାସନ, ବଜ୍ରାସନ, ପବନମୁକ୍ତାସନ କରନ୍ତୁ ।
  • ୨୨. ଗଳା ନିମନ୍ତେ- ସର୍ପାସନ, ସର୍ବାଙ୍ଗାସନ, ହଳାସନ, ଯୋଗମୁଦ୍ରା କରନ୍ତୁ ।
  • ୨୩. ହୃଦ୍ ରୋଗ ନିମନ୍ତେ- ଶବାସନ, ସାଇକେଲ ସଞ୍ଚାଳନ, ସିଦ୍ଧାସନ କରନ୍ତୁ ।
  • ୨୪. ଶ୍ୱାସ ରୋଗ ନିମନ୍ତେ- ସୁପ୍ତବଜ୍ରାସନ, ସର୍ପାସନ, ସର୍ବାଙ୍ଗାସନ, ପବନମୁକ୍ତାସନ, ଉଷ୍ଟ୍ରାସନ କରନ୍ତୁ ।
  • ୨୫. ରକ୍ତାପ ନିମନ୍ତେ- ଯୋଗମୁଦ୍ରାସନ, ସିଦ୍ଧାସନ, ଶବାସନ, ଶକ୍ତିସଞ୍ଚାଳନ କ୍ରିୟା କରନ୍ତୁ ।
  • ୨୬. ମୁଣ୍ଡ ବିନ୍ଧା ନିମନ୍ତେ- ସର୍ବାଙ୍ଗାସନ, ସର୍ପାସନ, ବଜ୍ରାସନ, ଧନୁରାସନ, ଶତୁରମୁର୍ଗାସନ କରନ୍ତୁ ।
  • ୨୭. ପାନ ଶକ୍ତି ବୃଦ୍ଧି ନିମନ୍ତେ- ଯାନାସନ, ନାଭି ଆସନ, ସର୍ବାଙ୍ଗାସନ, ବଜ୍ରାସନ କରନ୍ତୁ ।
  • ୨୮. ମଧୁମେହ ନିମନ୍ତେ- ମତ୍ସ୍ୟାସନ, ସୁପ୍ତବଜ୍ରାସନ, ଯୋଗମୁଦ୍ରାସନ, ହଳାସନ, ସର୍ବାଙ୍ଗାସନ, ଉତ୍ତାନପାଦାସନ କରନ୍ତୁ ।
  • ୨୯. ମୋଟାପା କମାଇବା ନିମନ୍ତେ- ପବନମୁକ୍ତାସନ, ସର୍ବାଙ୍ଗାସନ, ସର୍ପାସନ, ବଜ୍ରାସନ, ନାଭି ଆସନ କରନ୍ତୁ ।
  • ୩୦. ନେତ୍ର ନିମନ୍ତେ- ସର୍ବାଙ୍ଗାସନ, ସର୍ପାସନ, ବଜ୍ରାସନ, ଧନୁରାସନ, ଚକ୍ରାସନ କରନ୍ତୁ ।
  • ୩୧. କେଶ ନିମନ୍ତେ- ସର୍ବାଙ୍ଗାସନ, ସର୍ପାସନ, ଶତୁରମୁର୍ଗାସନ, ବଜ୍ରାସନ କରନ୍ତୁ ।
  • ୩୨. ପ୍ଲୀହା ନିମନ୍ତେ- ସର୍ବାଙ୍ଗାସନ, ହଳାସନ, ନାଭି ଆସନ କରନ୍ତୁ ।
  • ୩୩. ଅଣ୍ଟା ନିମନ୍ତେ- ସର୍ପାସନ, ପବନମୁକ୍ତାସନ, ସର୍ବାଙ୍ଗାସନ, ବଜ୍ରାସନ, ଯୋଗମୁଦ୍ରାସନ କରନ୍ତୁ ।
  • ୩୪. ଉଚ୍ଚତା ବୃଦ୍ଧି ନିମନ୍ତେ- ତାଡାସନ, ଶକ୍ତି ସଞ୍ଚାଳନ, ଧନୁରାସନ, ଚକ୍ରାସନ, ନାଭି ଆସନ କରନ୍ତୁ ।
  • ୩୫. କର୍ଣ୍ଣ ନିମନ୍ତେ- ସର୍ବାଙ୍ଗାସନ, ସର୍ପାସନ, ଧନୁରାସନ, ଚକ୍ରାସନ କରନ୍ତୁ ।
  • ୩୬. ନିଦ୍ରା ନିମନ୍ତେ- ସର୍ବାଙ୍ଗାସନ, ସର୍ପାସନ, ସୁପ୍ତବଜ୍ରାସନ, ଯୋଗମୁଦ୍ରାସନ, ନାଭି ଆସନ କରନ୍ତୁ ।

ବିଶେଷ- ପ୍ରତ୍ୟେକ ଆସନ ଖୋଲା ପବନରେ ସୁନ୍ଦର ଏବଂ ସୁସ୍ଥ ସ୍ଥାନରେ ନିୟମିତ କରନ୍ତୁ ।

Post a Comment

0 Comments