ସାବଧାନ! ଏହି କାରଣରୁ ହୋଇଥାଏ ହୃଦ୍‌ଘାତ

@Archivist
0


ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଅଧିକ ଚାପଗ୍ରସ୍ତ, ନିଦ୍ରାରେ ବ୍ୟାହତ ହେବା ହୃଦଘାତ୍‌ ଏବଂ ଷ୍ଟ୍ରୋକ୍‌ର କାରଣ ହୋଇପାରେ। ୟୁରୋପୀୟ ଷ୍ଟ୍ରୋକ୍‌ ସଂଗଠନ (ESO) ସମ୍ମିଳନୀରେ ଉପସ୍ଥାପିତ ହୋଇଥିବା ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି।

ମୁଖ୍ୟତଃ ଡାଇବେଟିସ୍‌, ଉଚ୍ଚ ରକ୍ତଚାପ, କୋଲେଷ୍ଟରଲ ବୃଦ୍ଧି, ଧୂମପାନ, ମେଦବହୁଳତା ଏବଂ ଶାରୀରିକ ନିଷ୍କ୍ରିୟତା ହୃଦରୋଗ ପାଇଁ ପରିବର୍ତ୍ତନଶୀଳ ବିପଦ ବୋଲି ରିପୋର୍ଟରେ କୁହାଯାଇଛି। ଅଧିକ କାର୍ଯ୍ୟ ଚାପ ଏବଂ ଶୋଇବା ସମସ୍ୟା ହୃଦରୋଗ ଭଳି ମାରାତ୍ମକ ରୋଗ ହୋଇଥାଏ। ଅଧ୍ୟୟନରୁ ଜଣାପଡ଼ିଛି ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ହିଁ ଅଧିକ ହୃଦଘାତର ଶିକାର ହୋଇଥାନ୍ତି।

Tags

Post a Comment

0Comments

Post a Comment (0)